ଯୁଗପତ୍ J̄ugapat

  • ସଂ. ଅ (ଯୁଗ=ଯୋଡ଼ା+ପଦ୍. ଧାତୁ=ଗମନ କରିବା+ କର୍ତ୍ତୃ. କ୍ୱିପ) — ଏକକାଳୀନ; ଏକକାଳରେ; ଏକ ସମୟରେ ଘଟିବା (ଏକାଧିକ ଘଟଣା) — Simultaneously; at one and the same time (more than one thing taking place)