ଯୁଗତି J̄ugati

  • ଗ୍ରା. ବି (ସଂ. ଯୁକ୍ତି) — ଯୁକ୍ତି (ଦେଖ) — J̄ukti (See)
  • ଗ୍ରା. ବି (ସଂ. ଯୁକ୍ତି) — (ଉ—କରମ ବିନା ନିକି ହେଉଛି ପ୍ରାପତି, କରଇ ନୃପବର ଏଥିକି ଯୁଗତି। କୃଷ୍ଣସିଂହ. ମହାଭାରତ ବନ।)
  • ଗ୍ରା. ବି (ସଂ. ଯୁକ୍ତି) — ନ୍ୟାୟ — Justice