ଯୁଗତେ J̄ugate
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — ନ୍ୟାୟତଃ — Justly; legally
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — ଯୁକ୍ତିକ୍ରମେ — Reasonably; in reason
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — ଘଟନାଚକ୍ରରେ; କାର୍ଯ୍ୟକ୍ରମେ — In due course; in due order of things; in the course of events
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — ଦୈବକ୍ରମେ — By chance
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — ଉପଯୁକ୍ତରୂପେ — Fittingly; adequately
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — (ଉ—ଜଗତେ ଯୁଗତେ ପ୍ରାବୃଟ ଆଗତେ ପ୍ରକଟ ହୁଅଇ ସେ ଖେଳ। ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।)
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — ବିଧିରେ; ରୀତି ଅନୁସାରେ — Reasonably; duly
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — (ଉ—ଯୁଗତେ ଏ ନାରୀ ଭାରିଯା ଆମ୍ଭର ବିଭା ହୋଇଅଛୁ ଆମ୍ଭେ। ଧର୍ମପୁରାଣ।)
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — ପ୍ରକୃତରେ — Really
- ଗ୍ରା. କ୍ରି. ବିଣ (ସଂ. ଯୁକ୍ତିତଃ) — (ଉ—ନିର୍ଲେପ ଯୋଗୀ ସେ ଯୁଗତେ, ସଂଶୟ ଲାଗେ ମୋର ଚିତ୍ତେ। ଜଗନ୍ନାଥ. ଭାଗବତ।]