ଯୁଗକୁ ଯୁଗ J̄ugaku j̄uga

  • ଦେ. କ୍ରି — ବହୁଯୁଗ ପାଇଁ; ଯୁଗେ ଯୁଗେ; ପ୍ରତିଯୁଗରେ — For ages
  • ଦେ. କ୍ରି — [ଉ—ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ। ଜଗନ୍ନାଥ. ଭାଗବତ।]