ଯାନ୍ତି J̄ānti

  • ପ୍ରାଦେ (ସିଂହଭୂମି ଓ ଉତ୍ତର ବାଲେଶ୍ୱର; ତୁଳ. ବଂ. ଯାଁତି) ବି (ସଂ. ଯନ୍ତ୍ର) — ଗୁଆକାତି — Nut cracker
  • ଦେ. କ୍ରିୟା (ଯିବା କ୍ରିୟାର ନିତ୍ୟପ୍ରବୃତ୍ତ ବର୍ତ୍ତ— ମାନ, ତୃତୀୟ ପୁରୁଷ ଏକ ଓ ବହୁବଚନରେ ବ୍ୟବହୃତରୂପ) — (He or they) Do go