ଯାନି ଯୌତୁକ J̄āni j̄a̲u̲tuka

  • ଦେ. ବି (ସହଚର, ସଂ. ଯାନ+ଯୌତୁକ) — ବହୁବିଧ ଉପଢୌକନ — Various presents
  • ଦେ. ବି (ସହଚର, ସଂ. ଯାନ+ଯୌତୁକ) — ବିବାହ ପରେ ବରକୁ କନ୍ୟାର ପିତୃଗୃହରୁ ମିଳବା ଯାନବାହନ ଓ ଦ୍ରବ୍ୟସଂଭାର — Conveyances and presents given to a bridegroom by the bride's family