ଯାପକ J̄āpaka

  • ସଂ. ବିଣ. ପୁଂ (ଯା ଧାତୁ ଣିଚ, ଯାପି ଧାତୁ+କର୍ତ୍ତୃ. ଅକ) — ଯେ ଗତି କରାଏ — Causing to go (Apte)
  • ସଂ. ବିଣ. ପୁଂ (ଯା ଧାତୁ ଣିଚ, ଯାପି ଧାତୁ+କର୍ତ୍ତୃ. ଅକ) — ଦାତା — Giving away; bestowing