ଯାନି ଯାତରା J̄āni j̄ātarā
- ଗ୍ରା. ବି (ସଂ. ଯାନ+ଯାତ୍ରା; ଏକାର୍ଥକ ସହଚର) — ବ୍ରତ ଉତ୍ସବ; ପୁଣ୍ୟପର୍ବ; ଦେବତାଙ୍କର ଉତ୍ସବାଦି — Festivals observed in respect of a Deity; religious ceremonies and festivals of a Deity
- ଗ୍ରା. ବି (ସଂ. ଯାନ+ଯାତ୍ରା; ଏକାର୍ଥକ ସହଚର) — ଦେବତାଙ୍କ ଉତ୍ସବ ଓ ଶୋଭାଯାତ୍ରା — Religious festivals and processions