ଯାନି J̄āni

  • ପ୍ରାଦେ. (ଗଡ଼ଜାତ) ବି. ପୁଂ — ମଙ୍ଗଳା ଠାକୁରାଣୀଙ୍କର ପୁରୁଷ ସେବକ ବା କାଳିଶୀ — The male servant of the Deity Maṅgaḻā
  • ପ୍ରାଦେ. (ଗଡ଼ଜାତ) ବି. ପୁଂ — କନ୍ଧଜାତିର ବଂଶୋପାଧି ବିଶେଷ — A family-title amongst the Kandhas