ଯା ଘେନି J̄ā gheni
- ଦେ. ଅ — ଯାହାର ହେତୁରୁ; ଯହିଁ ଯୋଗୁଁ — For which or whom
- ଦେ. ଅ — [ଉ—ତଥାପି ସେହି ଦୁର୍ମେଧା ଯାତନା ବହ୍ନି, ଅବିରତ ଉଦ୍ଦୀପିତ ହୁଏ ଯା ଘେନି—ବଂଶୀଧର. ହଂସଦୂତ।]
- ଦେ. ଅ — ଯେଉଁ କାରଣରୁ — For which cause
- ଦେ. ଅ — ଯାହା ପାଇବା ଉଦ୍ଦେଶ୍ୟରେ — For getting which
- ଦେ. ଅ — ଯାହାର ସାହାଯ୍ୟରେ — With whose help; with the help of which