ଯାଅଁଲା Jāñlā

  • ଦେ. ବି. (ସଂ.ଯାମଳ, ଯାମଳା) — ଯମଜ ସନ୍ତାନ; ଏକ ସମୟରେ ମାତୃଗର୍ଭରୁ ଭୂମିଷ୍ଠ ସନ୍ତାନ—ଦ୍ୱୟ — Twins; a pair born together
  • ଦେ. ବିଣ. — ଯୁଗ ହୋଇ ଜନ୍ମି ଥିବା — Born twins
  • ଦେ. ବିଣ. — (ଯଥା— ଯାଆଁଳା ପୁଅ ଝିଅ।)