ଯା ଇଚ୍ଛା ତା J̄ā ichchhā tā
- ଦେ. ସର୍ବ (ମନ୍ଦାର୍ଥ; ସଂ. ଯଥେଚ୍ଛା ଓ ତତ୍) — ଅତି ମନ୍ଦ; ଅବର୍ଣ୍ଣନୀୟରୂପେ ମନ୍ଦ — Indescribably bad or miserable
- ଦେ. ସର୍ବ (ମନ୍ଦାର୍ଥ; ସଂ. ଯଥେଚ୍ଛା ଓ ତତ୍) — (ଯଥା— ନନାଙ୍କ ମରିବା ପରେ ଆମ ଗାଆଁର ଅବସ୍ଥା ଯାଚ୍ଛାତା ହୋଇଗଲା।)
- ଦେ. ସର୍ବ (ମନ୍ଦାର୍ଥ; ସଂ. ଯଥେଚ୍ଛା ଓ ତତ୍) — ସ୍ୱେଚ୍ଛା— ଚାରୀ; ଯଥେଚ୍ଛାଚାରୀ — Despotic; self-willed
- ଦେ. ସର୍ବ (ମନ୍ଦାର୍ଥ; ସଂ. ଯଥେଚ୍ଛା ଓ ତତ୍) — (ଯଥା—ଘରେ କେହି ମୁରବୀ ନ ଥିବାରୁ ପିଲାଗୁଡ଼ାକ ଯା ଇଚ୍ଛା ତା ହୋଇଗଲେଣି)