ଯା J̄ā
- ସଂ. ବି.—(ଯା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ.ଆ) — ଲକ୍ଷ୍ମୀ — The Goddess of wealth (Apte)
- ସଂ. ବି.—(ଯା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ.ଆ) — (କର୍ମ.ଅ +ଆ)—ଯୋନି; ଭଗ — Pudendum Muliebre (Apte)
- ସଂ. ବି.—(ଯା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ.ଆ) — (+ଭାବ ଅ+ଆ)—ପ୍ରାପ୍ତି — Obtaining (Apte)
- ଦେ. କ୍ରି. — [ଯା ଧାତୁ; ଅନୁଜ୍ଞା 2 ୟ ପୁରୁଷ ଏକ ବଚନ, ଅନା— ଦରାର୍ଥକ (କର୍ତ୍ତା. ତୁ଼]—ତୁ ଗମନ କର — [ଯା ଧାତୁ; ଅନୁଜ୍ଞା2ୟ ପୁରୁଷ ଏକ ବଚନ, ଅନା— ଦରାର୍ଥକ (କର୍ତ୍ତା. ତୁ଼]—ତୁ ଗମନ କର— (Imperative mood of the verb 'to go; 2nd person, singular)— (you) Go; proceed
- ଦେ. କ୍ରି. — [ଉ—ଆ ପଛକୁ ଯା ପଛକୁ, ହାବୁଡ଼ି ଗଲି ମୁଁ ତାଳ ଗଛକୁ—କେଳା ଗୀତ]
- ଦେ. କ୍ରି. — [ଦ୍ର—'ତୁମ୍ଭେ' କର୍ତ୍ତା ହେଲେ ଏହାର ରୂପ 'ଯାଅ' ହୁଏ। 'ଆପଣ' କର୍ତ୍ତା ହେଲେ ଯାଅ, ଯାଆନ୍ତୁ, ଯିବା ହୁଅନ୍ତୁ, ଯିବା ହେଉନ୍ତୁ ହୁଏ।]
- ଦେ. ବି.—(ସଂ. ଯା ଧାତୁ) — ଗମନ; ଯିବା — Going
- ଦେ. ବି.—(ସଂ. ଯା ଧାତୁ) — [ଦ୍ର—'ଯା ଆସ' ଓ 'ଆସ ଯା' ଶବ୍ଦରେ ଏହି ଆକାରର ବ୍ୟବହାର ଦେଖା ଯାଏ।]
- ଦେ. ବି.—(ସଂ. ଯା ଧାତୁ) — (ସଂ. ଯାତୃ)—ସ୍ୱାମୀଙ୍କ ଭାଇଙ୍କ ସ୍ତ୍ରୀ; ସ୍ୱାମୀଙ୍କ ଭ୍ରାତୃଜାୟା — The wife of one's husband's brother
- ଦେ. ବି.—(ସଂ. ଯା ଧାତୁ) — (ଯଥା—ବଡ଼ ଯା, ସାନ ଯା, ମଝିଆଁ ଯା।)
- ଦେ. ସର୍ବ (ସଂ. ଯଦ୍ ଶବ୍ଦ 1 ମା. 1 ବ. କ୍ଳୀବଲିଙ୍ଗ; ଯତ୍; ପୁଂଲିଙ୍ଗ; ଯଃ; ସ୍ତ୍ରୀଲିଙ୍ଗ ଯା) — ଯାହା; ଯେଉଁ ବିଷୟ (ଏହାର ଆପେକ୍ଷିକ ଶବ୍ଦ—ତା) ଯେଉଁ ପଦାର୍ଥ — Which; (neuter); which (thing or matter)
- ଦେ. ସର୍ବ (ସଂ. ଯଦ୍ ଶବ୍ଦ 1 ମା. 1 ବ. କ୍ଳୀବଲିଙ୍ଗ; ଯତ୍; ପୁଂଲିଙ୍ଗ; ଯଃ; ସ୍ତ୍ରୀଲିଙ୍ଗ ଯା) — (ସଂ. ଯତ୍, 6 ଷ୍ଠୀ. 1 ବ. ଯସ୍ୟ)—ୟେଉଁ ବ୍ୟକ୍ତିର ବା ବସ୍ତୁର; ଯାହାର — (ସଂ. ଯତ୍,6ଷ୍ଠୀ.1ବ. ଯସ୍ୟ)—ୟେଉଁ ବ୍ୟକ୍ତିର ବା ବସ୍ତୁର; ଯାହାର—. Whose; of whom; of which person or thing