ମୋଢା Moṟḍ̲ẖā
- ଦେ. ବିଣ (ଗାଳି) (ସଂ. ମୂଢ) — ମୂଢ଼; ନିର୍ବୋଧ — Fool; stupid
- ଦେ. ବିଣ (ଗାଳି) (ସଂ. ମୂଢ) — [ଉ—ଲୋକେ ବୋଲିବେ ଆଣ୍ଠୁକୁଡୀ, କେମନ୍ତେ ଶୁଣିବି ମୁଁ ମୋଢ଼ୀ। ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।]
- ଦେ. ବିଣ (ଗାଳି) (ସଂ. ମୂଢ) — ଦୁଷ୍ଟ — Wicked
- ଦେ. ବିଣ (ଗାଳି) (ସଂ. ମୂଢ) — ଘାତୁକ — Murderer