ମୋଡ଼ିଆ Moṟḍ̠iā

  • ଦେ. ବି — ମୋଡ଼ା; ବାଉଁଶ ବା ବେତକାଠିଦ୍ୱାରା ନିର୍ମିତ ଉଚ୍ଚାସନ — A stool made of bamboo or cane twigs
  • ଦେ. ବି — ମୋଡ଼ା ଖଡୁ, ବଳୟ — Twisted bracelet
  • ଦେ. ବି — ଜନ୍ଦାଖାଇ (ଦେଖ) — Jandākhāi (See)