ମୋଡ଼ିମାଡ଼ି ହୋଇ ରହିବା Moṟḍ̠i māṟḍ̠i hoirahibā
- ଦେ. କ୍ରି — କିଂକର୍ତ୍ତବ୍ଯବିମୂଢ଼ ହୋଇ ତୁନି ହେବା; ନିରସ୍ତ ହେବା — To keep silent being helpless
- ଦେ. କ୍ରି — ଆପଣାର ପରାକ୍ରମ ଦେଖାଇ ସାରି ଶେଷକୁ ନିରସ୍ତ ହୋଇ ରହିବା ବା ତୂ୍ଷ୍ଣୀଂଭାବ ଧାରଣ କରିବା — To be quiet after being baffled; to be baffled