ମୋଣୁଇ Moṇui

  • ଦେ. ବି — ମଣୋହି (ଦେଖ) — Maṇohi (See)
  • ଦେ. ବି — [ଉ—ଯେବେ ନିଜ ପୁରେ ଚଳ, ମୋଣୋହି ଉଛୁର ବେଳ, ଏ କଥା ପ୍ରଘଟ ନୋହୁ, ଗୁପତେ ଖାଉ ଯେ। ପ୍ରାଚୀ. ପ୍ରତାପ ଶଶିସେଣା।]