ମୋଣ Moṇa
- ସଂ. ବି (ମୁଣ୍ ଧାତୁ=ପ୍ରତିଜ୍ଞା କରିବା+ଅ) — ଶୁଷ୍କଫଳ — Dried fruit
- ସଂ. ବି (ମୁଣ୍ ଧାତୁ=ପ୍ରତିଜ୍ଞା କରିବା+ଅ) — ନକ୍ର; କୁମ୍ଭୀର — Crocodile
- ସଂ. ବି (ମୁଣ୍ ଧାତୁ=ପ୍ରତିଜ୍ଞା କରିବା+ଅ) — ଜଳଚର ମକ୍ଷିକା ବିଶେଷ — A sort of aquatic flea
- ସଂ. ବି (ମୁଣ୍ ଧାତୁ=ପ୍ରତିଜ୍ଞା କରିବା+ଅ) — [ଦ୍ର—ଏମାନେ ନୌକାର ପଛେ ପଛେ ସନ୍ତରଣ କରନ୍ତି।]
- ସଂ. ବି (ମୁଣ୍ ଧାତୁ=ପ୍ରତିଜ୍ଞା କରିବା+ଅ) — ସର୍ପ କରଣ୍ଡ; ସାପର ପେଡ଼ା — A circular flat basket for carrying snakes