ମୋଟଖରଚ Moṭa kharacha
- ଦେ. ବି — କୌଣସି ଉପଲକ୍ଷରେ ଜଣେ ବ୍ଯକ୍ତିର କୃତ ସମସ୍ତ ଖରଚ — The total expenses incurred by a person on a certain occasion
- ଦେ. ବି — କୌଣସି କର୍ମ ଉପଲକ୍ଷରେ ବହୁବ୍ୟୟସାଧ୍ୟ କେତେକ ବିଷୟରେ ହୋଇଥିବା ଖରଚ — Individual; items of heavy expenses incurred on a certain occasion
- ଦେ. ବି — ମାମୁଲି ବା ଧରାବନ୍ଧା ଖରଚ — Routine or fixed items of expenditure