ମୋଟଚାଉଳ Moṭachāuḻa

  • ଦେ. ବି— (ଖାଇବାକୁ ବା ବ୍ଯବହାର କରିବାକୁ) — କର୍କଶ ତଣ୍ଡୁଳ; ବଗଡ଼ା ଚାଉଳ; ବଡ଼ ଚାଉଳ — Coarse rice
  • ଦେ. ବି— (ଖାଇବାକୁ ବା ବ୍ଯବହାର କରିବାକୁ) — [ଦ୍ର— ଏହି— ପରି ମୋଟ ଭାତ, ମୋଟା ଧାନ ଆଦି ହୁଏ।]