ମୋଟନକ Moṭanaka
- ସଂ. ବି— (ମୋଟନ+କ) — ବିନାଶ; ଲୟ; ଧ୍ୱଂସ — Extinction; destruction; ruin
- ସଂ. ବି— (ମୋଟନ+କ) — ଏକାଦଶାକ୍ଷର ବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ — A metre in sanscrit with eleven syllables (sounding like snapping of fingers)
- ସଂ. ବି— (ମୋଟନ+କ) — [ଦ୍ର— ଏହି ଛନ୍ଦର 1 ମ, 2 ୟ, 5 ମ, 8 ମ, ଓ 11 ଶ ବର୍ଣ୍ଣ ଗୁରୁ ଏବଂ 3 ୟ, 4 ର୍ଥ. 6 ଷ୍ଠ, 7 ମ, 9 ମ, 10 ମ ବର୍ଣ୍ଣ ଲଘୁ।] — [ଦ୍ର— ଏହି ଛନ୍ଦର1ମ,2ୟ,5ମ,8ମ, ଓ11ଶ ବର୍ଣ୍ଣ ଗୁରୁ ଏବଂ3ୟ,4ର୍ଥ.6ଷ୍ଠ,7ମ,9ମ,10ମ ବର୍ଣ୍ଣ ଲଘୁ]