ମୋଟନ Moṭana

  • ସଂ. ବି— (ମୁଟ ଧାତୁ=ଚୂର୍ଣ୍ଣ କରିବା+କର୍ତ୍ତୃ. ଅନ) — ବାୟୁ; ପବନ; ବତାସ — Air; wind
  • ସଂ. ବି— (ମୁଟ ଧାତୁ=ଚୂର୍ଣ୍ଣ କରିବା+କର୍ତ୍ତୃ. ଅନ) — (+ଭାବ. ଅନ) ଚୂରିବା; ଗୁଣ୍ଡ କରିବା — Powdering
  • ସଂ. ବି— (ମୁଟ ଧାତୁ=ଚୂର୍ଣ୍ଣ କରିବା+କର୍ତ୍ତୃ. ଅନ) — ବାଟିବା; ମଳିବା — Crushing; pressing
  • ସଂ. ବି— (ମୁଟ ଧାତୁ=ଚୂର୍ଣ୍ଣ କରିବା+କର୍ତ୍ତୃ. ଅନ) — ପେଷଣ; ପେଷିବା — Grinding
  • ସଂ. ବି— (ମୁଟ ଧାତୁ=ଚୂର୍ଣ୍ଣ କରିବା+କର୍ତ୍ତୃ. ଅନ) — ଘଷିବା — Rubbing
  • ସଂ. ବି— (ମୁଟ ଧାତୁ=ଚୂର୍ଣ୍ଣ କରିବା+କର୍ତ୍ତୃ. ଅନ) — (ହାତଗଣ୍ଠି ଆଦି) ମୋଡ଼ିବା — Twisting; spraining; wrenching
  • ସଂ. ବି— (ମୁଟ ଧାତୁ=ଚୂର୍ଣ୍ଣ କରିବା+କର୍ତ୍ତୃ. ଅନ) — (ହାତ, ଗୋଡ଼ର ଆଙ୍ଗୁଠି ଆଦି) ମୋଡ଼ି କରି ଫୁଟାଇବା — Snapping or cracking of the finger joints