ମୋଟ ମାଟ Moṭa māṭa

  • ଦେ. ବିଣ. (ଅନର୍ଥକ ସହଚର) — ଅତି ମୋଟା — Very thick
  • ଦେ. ବିଣ. (ଅନର୍ଥକ ସହଚର) — ପୃଥୁଳ; ଅତି ସ୍ଥୂଳକାୟ — Very fat; very corpulent