ମୁତା Mutā

  • ଦେ. ବି. (ସଂ. ମୂତ୍ର) — ମୂତ୍ରତ୍ୟାଗ — Urination
  • ଦେ. ବି. (ସଂ. ମୂତ୍ର) — (ଉ— 'ଚରଚରକା ବଳଦ ମୁତା—ଶିଶୁବଚନ)
  • ବୈଦେ. ବି (ଫା. ମୁତାହ୍ ମୁତଅ) — ମୁସଲମାନ୍ମାନଙ୍କ ମଧ୍ୟରେ ପ୍ରଚଳିତ କିଛି କାଳ ସ୍ଥାୟୀ ବିବାହ — Temporary marriage amongst the Mahomedans
  • ବୈଦେ. ବି (ଫା. ମୁତାହ୍ ମୁତଅ) — (ଦ୍ର—ଏ ବିବାହ ପ୍ରାୟଶଃ ସିହା ସଂପ୍ରଦାୟ ମଧ୍ୟରେ ପ୍ରଚଳିତ)
  • ପ୍ରାଦେ. (ଗଞ୍ଜାମ) ବି — ସାନ ଢାଳ; ଲୋଟା — A small water jug