ମୁତାବକ୍ Mutābak

  • ବୈଦେ. କ୍ରି. ବିଣ (କଚିରିଆ)—(ଆ. ମୁତାବିକ୍) — ଅନୁସାରେ — According to; suitably to
  • ବୈଦେ. କ୍ରି. ବିଣ (କଚିରିଆ)—(ଆ. ମୁତାବିକ୍) — (ଯଥା—ମୋ ମନ ମୁତାବକ ଗୋଟିଏ ଖାଉଁନ୍ଦ ମୋତେ ମିଳିଛନ୍ତି)
  • ବୈଦେ. କ୍ରି. ବିଣ (କଚିରିଆ)—(ଆ. ମୁତାବିକ୍) — [ଦ୍ର—ଏଥିରେ ସାଙ୍କେତିକ। ମୁ।]