ମୁତୟନି Mutayani

  • ବୈଦେ. ବିଣ (କଚିରିଆ) (ଆ. ମୂତାୟୂନ୍) — କୌଣସି ବିଶେଷ କାର୍ଯ୍ୟ କରିବା ପାଇଁ ନିଯୁକ୍ତ — Appointed or deputed for a particular work
  • ବୈଦେ. ବିଣ (କଚିରିଆ) (ଆ. ମୂତାୟୂନ୍) — [ଉ— ହରିସିଂ ଆପଣା ପହରାରେ ମୁତୟନ ଥିବା ହାଲତ—ଫକୀର ମୋହନ. ଛମାଣ ଆଠଗୁଣ୍ଠ।]
  • ବୈଦେ. ବିଣ (କଚିରିଆ) (ଆ. ମୂତାୟୂନ୍) — କୌଣସି କର୍ମରେ ସ୍ଥାୟୀଭାବରେ ନିଯୁକ୍ତ — Permanently appointed; belonging to the permanent staff or service