ମୁତପୁଡ଼ା Mutapuṟḍ̠ā

  • ଦେ. ବି (ସଂ. ମୁତ୍ରପୁଟ) — ମୁତ୍ରାଶୟ — Bladder
  • ଦେ. ବି (ସଂ. ମୁତ୍ରପୁଟ) — ଜରାୟୁରେ ଭ୍ରୃଣକୁ ଘେରି ରହିଥିବା ଜଳୀୟ ପଦାର୍ଥର ମୁଣା ବା ପତଳା ପରଦା; ଉଲ୍ୱ — Amnion; thin membrane or sack of watery substance surrounding the embryo in the womb and which acts as a lubricant just before delivery
  • ଦେ. ବି (ସଂ. ମୁତ୍ରପୁଟ) — [ଦ୍ର—ମନୁଷ୍ୟ ଶିଶୁର ପ୍ରସବ ପୂର୍ବେ ଏହି ମୁଣା ଫାଟିଗଲେ ଜନ୍ମ ସୁଗମ ହୋଇଯାଏ। ସାଧାରଣତଃ ମୁତପୁଡ଼ା ଫାଟିଲେ ପିଲା ଶୀଘ୍ର ଜନ୍ମ ହେବ ବୋଲି ଜଣା ପଡ଼େ। ହାତୀଛୁଆ ଏହି ମୁଣା ଦ୍ୱାରା ଆବୃତ ହୋଇ ଭୂମିଷ୍ଠ ହୋଇଥାଏ; ପରେ ହାତୁଣୀ କାନରେ ବିଞ୍ଚି ବିଞ୍ଚି ସେହି ମୁଣାର ଜଳୀୟ ଅଂଶକୁ ଶୁଖାଇ ଦେଲେ ତାହା ଫାଟିଯାଏ ଓ ତନ୍ମମଧ୍ୟରୁ ଛୁଆ ବାହାରେ।]