ମୁତାଲୁକେ Mutāluke
- ବୈଦେ. ଓ. ଅ (କଚିରିଆ) ବିଣ—(ଆ. ମୁତଅଲିକ୍= ସମ୍ବନ୍ଧୀୟ) — ଇଲାକାଭୁକ୍ତ; ଅଧୀନ — Within the jurisdiction of; under
- ବୈଦେ. ଓ. ଅ (କଚିରିଆ) ବିଣ—(ଆ. ମୁତଅଲିକ୍= ସମ୍ବନ୍ଧୀୟ) — ସମ୍ବନ୍ଧୀୟ — Relating to
- ବୈଦେ. ଓ. ଅ (କଚିରିଆ) ବିଣ—(ଆ. ମୁତଅଲିକ୍= ସମ୍ବନ୍ଧୀୟ) — ଅନ୍ତର୍ଗତ — Included in
- ବୈଦେ. ଓ. ଅ (କଚିରିଆ) ବିଣ—(ଆ. ମୁତଅଲିକ୍= ସମ୍ବନ୍ଧୀୟ) — [ଯଥା—।ମୌ। ସିଦ୍ଧେଶ୍ୱର ପୁର ।ପ୍ର। କୋଦିଣ୍ଡା ମୁତାଲକେ ଜିଲ୍ଲା କଟକ। ଏଥିରେ ସାଙ୍କେତିକ ଚିହ୍ନ। ମୁ।]