ମୁଣ୍ଡିଆ Muṇḍiā
- ଦେ. ବି—(ସଂ. ମୁଣ୍ଡ) — ମୁଣ୍ଡଦ୍ୱାରା ଆଘାତ — A butting given by the head; a stroke given by the head
- ଦେ. ବି—(ସଂ. ମୁଣ୍ଡ) — ଭୂମିରେ ମୁଣ୍ଡ ଲଗାଇ ନମସ୍କାର — Obeisance made by touching the head on the ground
- ଦେ. ବି—(ସଂ. ମୁଣ୍ଡ) — ବୃକ୍ଷଶୂନ୍ଯ ଛୋଟ ପାହାଡ଼ — Treeless hill; hillock
- ଦେ. ବି—(ସଂ. ମୁଣ୍ଡ) — କାଠର ବଡ଼ ମୁଣ୍ଡା — , A big log of wood
- ଦେ. ବି—(ସଂ. ମୁଣ୍ଡ) — ପଥରର ମୁଣ୍ଡା — A big piece of stone
- ଦେ. ବିଣ. ପୁଂ — ମୁଣ୍ଡଯୁକ୍ତ — Headed
- ଦେ. ବିଣ. ପୁଂ — (ଯଥା—ମଳି ମୁଣ୍ଡିଆ, ଓ ମୁଣ୍ଡିଆ)