ମୁଣ୍ଡି ମାରିବା Muṇḍi māribā

  • ଦେ. କ୍ରି — (ଦେଉଳର) ଅଗ୍ରଭାଗରେ ବାକି ଥିବା କାର୍ଯ୍ୟକୁ ଶେଷ କରି ଦେଉଳ ଗଢ଼ା କାମର ସମାପ୍ତି କରିବା; ଦେଉଳକୁ ମୁଦିବା — To complete the construction of a temple by finishing the top; to set the coping stone to a temple
  • ଦେ. କ୍ରି — (ଲକ୍ଷାଣର୍ଥ) କୌଣସି କାର୍ଯ୍ୟ ଶେଷ କରିବା — (figurative) To complete a work; to give the finishing touch to a thing