ମୁଣ୍ଡିଆଳ Muṇḍiāḻa

  • ପ୍ରାଦେ. (କଟକ ଜିଲ୍ଲା) ବି — ଗାଆଁ ସର୍ଦ୍ଦାର — Head man of the village
  • ପ୍ରାଦେ. (କଟକ ଜିଲ୍ଲା) ବି — ଶ୍ରେଷ୍ଠ ବ୍ଯକ୍ତି — A man of position or of high respectability
  • ପ୍ରାଦେ. (କଟକ ଜିଲ୍ଲା) ବି — ନେତା — Leader