ମୁଣ୍ଡିଆ ପକାଇବା Muṇḍiā pakāibā

  • ଦେ. କ୍ରି — ଭୂମିରେ ମୁଣ୍ଡ ଲଗାଇ ପ୍ରଣାମ କରିବ — To bow to a person or Deity by touching the ground with the head
  • ଦେ. କ୍ରି — ମୁଣ୍ଡ ଦ୍ୱାରା ଆଘାତ କରିବା — -To butt with the head