ମୁଖବନ୍ଧ Mukhabandha

  • ସଂ. ବି — ପ୍ରସ୍ତାବନା; ଅବତରଣିକା; ଗ୍ରନ୍ଥାଦିର ଭୂମିକା ବା ଉପକ୍ରମଣିକା — Introduction to a book; preface
  • ସଂ. ବି — ଦାନ, ପୁରସ୍କାରର ଅଙ୍ଗୀକାର, ଭୟପ୍ରଦର୍ଶନ, ଲାଞ୍ଚଆଦିଦ୍ୱାରା କୌଣସି ବ୍ଯକ୍ତିକୁ କଥା କୁହାର ନ ଦେବା — Stopping the mouth of a person by threat, promise or reward; preventing a person from speaking