ମୁଖମ୍ପଚ Mukhampacha

  • ସଂ. ବି. (ମୁଖମ୍+ପଚ୍ ଧାତୁ+କର୍ତ୍ତୃ. ଅ, ଯେ ମୁଖ ଦ୍ୱାରା ପାକ କରେ) — ଭିକ୍ଷୁକ — A beggar
  • ସଂ. ବି. (ମୁଖମ୍+ପଚ୍ ଧାତୁ+କର୍ତ୍ତୃ. ଅ, ଯେ ମୁଖ ଦ୍ୱାରା ପାକ କରେ) — ଯାଚୟିତା — A petitioner