ମୁଖପାତ Mukhapāta

  • ଦେ. ବି (ସଂ. ମୁଖ+ପତ୍ର) — ବାକ୍ସ, ସିନ୍ଦୁକ, ଆଲମାରି ଆଦିର ଚାବି ଗଳିବା ଛିଦ୍ର ଉପରେ ଦିଆଯିବା ପାନ ଆକାରର ବା ରମ୍ବସ୍ ଆକାର ଧାତୁର ବା ଶୃଙ୍ଗର ପାତିଆ — A thin triangular or heart-shaped plate put over the keyhole of a box or almirah