ମୁଖତଃ Mukhataḥ

  • ସଂ. ଅ (ମୁଖ+ତସ୍) — ମୁଖରୁ; ମୁହଁରୁ — From the mouth
  • ସଂ. ଅ (ମୁଖ+ତସ୍) — (ଯଥା—ରାଜା ମନ୍ତ୍ରୀଙ୍କ ମୁଖତଃ ଏ ସମ୍ବାଦ ପାଇଲେ।)