ମୁଖପ୍ରିୟ Mukhapriya

  • ସଂ. ବିଣ ( 6 ଷ୍ଠୀ ତତ୍) — ମୁଖରୋଚକ; ଖାଇବାକୁ ରୁଚି— କର — Toothsome; tasteful
  • ସଂ. ବି — କାକୁଡ଼ି (ହି.ଶ) — Cucumber
  • ସଂ. ବି — ନାରଙ୍ଗ (ହି. ଶ) — A kind of sweetish orange