ମୁଖରିବା Mukharibā

  • ଦେ. କ୍ରି (ପଦ୍ଯ) — ଧ୍ୱନିତ କରିବା; ଶବ୍ଦାୟିତ କରିବା — To resound
  • ଦେ. କ୍ରି (ପଦ୍ଯ) — (ଉ—ତେସନ ମୁଖରି କ୍ଷେତ୍ର ଦୁଃଖ କଳରବେ। ରାଧାନାଥ. ବେଣୀସଂହାର।)