ମୁକ୍ତ Mukta

  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — ମୁକ୍ତି ପ୍ରାପ୍ତ; ଲବ୍ଧ ମୋକ୍ଷ — Liberated; delivered; released
  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — ସ୍ୱାଧିନତା ପ୍ରାପ୍ତ — Freed; emancipated
  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — (+କର୍ମ. ତ) ପରିତ୍ୟକ୍ତ — Discharged
  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — ପୃଥକ୍ କୃତ — Detached from; extricated
  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — ମୁକୁଳା; ଉନ୍ମୁକ୍ତ — Loosened; untied; loose
  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — ଉଦ୍ଘାଟିତ; ମେଲା; ଖୋଲା — Open; opened
  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — ଅବାଧ; ବାଧାରହିତ — Unobstructed; free
  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — ନଗ୍ନ; ଲଙ୍ଗଳା — Naked; shorn of clothes
  • ସଂ. ବି. (ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ତ) — [ଦ୍ର—ଏହାର ଅପଭ୍ରଂଶ ମୁକୁଳା।]