ମୁକ୍ତ କଣ୍ଠରେ Mukta kaṇṭhare
- ଦେ. କ୍ରି. ବିଣ — ଅନବରୁଦ୍ଧ କଣ୍ଠ ସ୍ୱରରେ; ସ୍ପଷ୍ଟ ସ୍ୱରରେ — In clear or unchoked voice; in an outspoken manner
- ଦେ. କ୍ରି. ବିଣ — ଉଚ୍ଚୈଃସ୍ୱରେ; ବଡ଼ ପାଟି କରି — Loudly; aloud
- ଦେ. କ୍ରି. ବିଣ — (ଉ—ସତ୍ୟମଣି ଲୋକେ ମୁକ୍ତ କଣ୍ଠେ କଲେ ରାଜାଙ୍କ ପ୍ରଶଂସାବାଦ। ରାଧାନାଥ. ପାର୍ବତୀ।)