ମୁକ୍ତ କଞ୍ଚୁକ Mukta kan̄chuka
- ସଂ. ବିଣ. ପୁଂ. (ବହୁବ୍ରୀହ; ମୁକ୍ତ ହୋଇଅଛି କଞ୍ଚୁକ ଯାହାର) — ନିର୍ମୋକ ବା କାତି ଛାଡ଼ି ଥିବା (ସାପ) — Having cast its skin or slough (said of snake)
- ସଂ. ବିଣ. ପୁଂ. (ବହୁବ୍ରୀହ; ମୁକ୍ତ ହୋଇଅଛି କଞ୍ଚୁକ ଯାହାର) — ଯେ ଦେହରୁ ସାଞ୍ଜୁ କାଢି ଅଛି — Having put off one's armour or coat of mail
- ସଂ. ବିଣ. ପୁଂ. (ବହୁବ୍ରୀହ; ମୁକ୍ତ ହୋଇଅଛି କଞ୍ଚୁକ ଯାହାର) — ଯେ ଦେହରୁ ଜାକେଟ୍ ବା କାଞ୍ଚଲା କାଢ଼ି ଅଛି — Having taken off the jacket or bodice from the body