ମୁକ୍ତ କେଶୀ Mukta keṡī

  • ସଂ. ବି. ସ୍ତ୍ରୀ— (ଆଲୁଳାୟିତ କେଶବିଶିଷ୍ଟା) କାଳୀ ଦେବୀ — Goddess Kāḻī (represented with flowing hair)
  • ପ୍ରାଦେ. (ବାଲେଶ୍ୱର) ବି. (ତୁଳ. ବଂ. ଏହି ଅର୍ଥରେ ଏହି ଶବ୍ଦ; ସଂ. ମୁକ୍ତାକେଶୀ) — ବଡ଼ ବାଇଁଗଣି ରଙ୍ଗର ବାଇଗଣ — A species of big brinjal of violet colour