ମୁକ୍ତ କଚ୍ଛ Mukta kachchha

  • ସଂ. ବିଣ. ପୁଂ (ବହୁବ୍ରୀହି; ମୁକ୍ତ ହୋଇଅଛି କଚ୍ଛା ଯାହାର) — ଯେଉଁ ଲୋକ ଲୁଗା ପିନ୍ଧି କଛା ମାରି ନ ଥାଏ, ଅର୍ଥାତ୍, ଫାଲଟା କରି ଲୁଗା ପିନ୍ଧିଥାଏ — Wearing a cloth round the waist without having one end tucked down the privities
  • ବି. ପୁଂ — ବୌଦ୍ଧଧର୍ମାବଳମ୍ବୀ ସଂପ୍ରଦାୟ ବିଶେଷ (ଏମାନେ କଛା ମାରୁ ନ ଥିବାରୁ) — Name applied to a sect of Buddhists