ମିଳାପି Miḻāpi

  • ଦେ. ବିଣ — ମେଳାପୀ; ଯେଉଁ ବ୍ଯକ୍ତି ଅନ୍ଯ ବ୍ଯକ୍ତିମାନଙ୍କ ସଙ୍ଗେ ମିଳି ମିଶି କଥା ବାର୍ତ୍ତା କରେ — Affable; mixing with others
  • ଦେ. ବିଣ — ଘନିଷ୍ଟରୂପେ ପରିଚିତ — Intimate; well acquainted (friend.)
  • ବି — ଘନିଷ୍ଠ ବନ୍ଧୁ — An intimate friend