ମିଳାନ୍ ଖସଡ଼ା Miḻān khasaṟḍ̠ā
- ଦେ. ବି—ସେଟଲମେଣ୍ଟ ବିଭାଗରେ ବ୍ଯବହୃତ ଶବ୍ଦ ରାଜସ୍ୱ ବନ୍ଦବସ୍ତରେ କର୍ମଚାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମୌଜାର ଭୂମିମାନଙ୍କର କ୍ରମିକ ବିବରଣ ଲିପିବଦ୍ଧ ହୋଇଥିବା ରେଜିଷ୍ଟରି — Milan khasra; a register showing the details of the consecutive plots of a village; prepared in the course of a revenue settlement