ମିଳି ମିଶି ଯିବା Miḻimiṡi j̄ibā

  • ଦେ. କ୍ରି — ମିଳି ଯିବା ( 3 ) (ଦେଖ) — ମିଳି ଯିବା (3) (ଦେଖ)— Miḻi j̄ibā 3 (See)
  • ଦେ. କ୍ରି — (ଉ—ତାହାରି ପୁଅ ଅଙ୍ଗଦକୁ ଆଣି ଯୁବରାଜ କଲା, ସମସ୍ତେ ମିଳିମିଶି ଗଲେ —ନୀଳକଣ୍ଠ ପିଲାଙ୍କ ରାମାୟଣ ।)