ମିଳିତ Miḻita

  • ସଂ.ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ) — କୃତସାକ୍ଷତ୍କାର; ଭେଟା ଭେଟି ହୋଇଥିବା; ପରସ୍ପର ସଙ୍ଗେ ସଂଯୁକ୍ତ — Joined together; met; come into contact
  • ସଂ.ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ) — ଅର୍ଜିତ — Earned; acquired
  • ସଂ.ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ) — ପ୍ରାପ୍ତ — Got; obtained;
  • ସଂ.ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ) — ଯୁକ୍ତ — Untied
  • ସଂ.ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ) — ମିଶ୍ରିତ — Mixed
  • ସଂ.ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ) — ଏକତ୍ରୀକୃତ — Gathered together; congregated
  • ସଂ.ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ) — ପରସ୍ପର ସମ୍ବନ୍ଧ — Correlated
  • ସଂ.ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ) — ସ୍ପର୍ଶ କରିଥିବା — Touched; touching