ମିଳାଇ ଯିବା Miḻāi j̄ibā
- ଦେ. କ୍ରି. (ଅକର୍ମକ) — ପଚିଯିବା — To be rotten
- ଦେ. କ୍ରି. (ଅକର୍ମକ) — ବିଲୀନ ହେବା— (ଯଥା—ପାଣିରେ ଚିନି ବା ଲୁଣ ମିଳାଇ ଯିବା) — To be dissolved in
- ଦେ. କ୍ରି. (ଅକର୍ମକ) — (ଲକ୍ଷଣାର୍ଥ)—ବିସ୍ମୃତ ହେବା, ଲୋପ ହେବା — To be totally forgotten
- ଦେ. କ୍ରି. (ଅକର୍ମକ) — [ଉ—ସଭା ସମିତିମାନଙ୍କରେ ପ୍ରସ୍ତାବିତ କୌଣସି ବିଷୟ ପାସ୍ ହୋଇଯିବା ପରେ କାର୍ଯ୍ୟତଃ ତାହା ଏକାବେଳକେ ମିଳାଇ ଯାଏ ।]