ମାଳକୌଶ Māḻaka̲u̲ṡa
- ସଂ. ବି — ସଙ୍ଗୀତର ରାଗବିଶେଷ; କୌଶିକ ରାଗ — Name of a Hindu musical air
- ସଂ. ବି — [ହନୁମାନ୍ ଏହାକୁ ପ୍ରଧାନ 6 ରାଗର ଅନ୍ତର୍ଗତ ଥିବାର କହି ଅଛନ୍ତି। ଏହା ସମ୍ପୂର୍ଣ୍ଣ ଜାତିର ରାଗ। ଏହା ଗାନ କରିବାର ଋତୁ ଶରତ୍, ମତାନ୍ତରରେ ଶିଶିର, ମତାନ୍ତରରେ ବସନ୍ତ; ଓ ଗାନ ସମୟ ରାତ୍ରିର ଶେଷ ପ୍ରହର; କେହି କେହି ଏହାକୁ ସଙ୍କର ରାଗ ଥିବାର କହନ୍ତି (ହି. ଶ)।] — [ହନୁମାନ୍ ଏହାକୁ ପ୍ରଧାନ6ରାଗର ଅନ୍ତର୍ଗତ ଥିବାର କହି ଅଛନ୍ତି ଏହା ସମ୍ପୂର୍ଣ୍ଣ ଜାତିର ରାଗ ଏହା ଗାନ କରିବାର ଋତୁ ଶରତ୍, ମତାନ୍ତରରେ ଶିଶିର, ମତାନ୍ତରରେ ବସନ୍ତ; ଓ ଗାନ ସମୟ ରାତ୍ରିର ଶେଷ ପ୍ରହର; କେହି କେହି ଏହାକୁ ସଙ୍କର ରାଗ ଥିବାର କହନ୍ତି (ହି. ଶ)]