ମାଳତୀ Māḻatī

  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — ଜାତି ପୁଷ୍ପ ଓ ତହିଁର ଲତା — A kind of jasmine; Echites-Caryophy- lata; Aganosma Calicina
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — [ଦ୍ର—ଏହା ତଗରାଦି ବର୍ଗର ବୃହତ୍ ଲତା ବିଶେଷ; ଏହାର ପତ୍ର 4।5 ଆଙ୍ଗୁଳ ଲମ୍ବ ଓ 2।3 ଆଙ୍ଗୁଳ ଚଉଡ଼ା ଓ ପତ୍ରର ଅଗ ମୁନିଆ। ଏହାର ଫୁଲ ଚାରି ପାଖୁଡ଼ା ବିଶିଷ୍ଟ ଓ ଧଳା; ଫୁଲର ଡେମ୍ଫ ଲମ୍ବ; ବର୍ଷା ଦୁଇ ମାସ ଫୁଲ ଫୁଟେ। ରାତ୍ରିରେ ଫୁଲର ଈଷତ୍ ମଧୁର ଗନ୍ଧରେ ଚାରିଆଡ଼ ଆମୋଦିତ ହୁଏ। ଶୀତକାଳରେ ଏ ଲତାରୁ ଛୁଇଁ ହୁଏ। ଏ ଲତା ବଡ଼ ଗଛ ଉପରେ ଖୁବ୍ ମାଡ଼େ। ବୈଦ୍ଯକ ମତରେ ଏହା ଶିରୋରୋଗ, ନେତ୍ରରୋଗ, ମୁଖ ରୋଗ, ହସ୍ତ ରୋଗ, ବିଷ, କୁଷ୍ଠ ଓ ବାତ ରକ୍ତ ନାଶକ। ଏହାର କଢ଼ ବ୍ରଣ, କୁଷ୍ଠ ଓ ନେତ୍ର ରୋଗ ନାଶକ। କେହି କେହି ଏହାକୁ ଜାତୀ ବା ଜାଇ ଫୁଲ — [ଦ୍ର—ଏହା ତଗରାଦି ବର୍ଗର ବୃହତ୍ ଲତା ବିଶେଷ; ଏହାର ପତ୍ର45ଆଙ୍ଗୁଳ ଲମ୍ବ ଓ23ଆଙ୍ଗୁଳ ଚଉଡ଼ା ଓ ପତ୍ରର ଅଗ ମୁନିଆ ଏହାର ଫୁଲ ଚାରି ପାଖୁଡ଼ା ବିଶିଷ୍ଟ ଓ ଧଳା; ଫୁଲର ଡେମ୍ଫ ଲମ୍ବ; ବର୍ଷା ଦୁଇ ମାସ ଫୁଲ ଫୁଟେ ରାତ୍ରିରେ ଫୁଲର ଈଷତ୍ ମଧୁର ଗନ୍ଧରେ ଚାରିଆଡ଼ ଆମୋଦିତ ହୁଏ ଶୀତକାଳରେ ଏ ଲତାରୁ ଛୁଇଁ ହୁଏ ଏ ଲତା ବଡ଼ ଗଛ ଉପରେ ଖୁବ୍ ମାଡ଼େ ବୈଦ୍ଯକ ମତରେ ଏହା ଶିରୋରୋଗ, ନେତ୍ରରୋଗ, ମୁଖ ରୋଗ, ହସ୍ତ ରୋଗ, ବିଷ, କୁଷ୍ଠ ଓ ବାତ ରକ୍ତ ନାଶକ ଏହାର କଢ଼ ବ୍ରଣ, କୁଷ୍ଠ ଓ ନେତ୍ର ରୋଗ ନାଶକ କେହି କେହି ଏହାକୁ ଜାତୀ ବା ଜାଇ ଫୁଲ(jasminium Grandiflorum)(ବଂ. ଜାଇ, ଚମେଲି, ହି ଚମେଲି) ବୋଲି କହନ୍ତି କିନ୍ତୁ ଜାଇ ଫୁଲ ଓ ମାଳତୀ ଫୁଲ ପୃଥକ]
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — ଯୁବତୀ — A youthful woman
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — ନିଶା; ରାତି — Night
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — ଚନ୍ଦ୍ରିକା; ଜ୍ୟୋସ୍ନା — Moon- light
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — କଳିକା — Bud
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — ନଦୀ ବିଶେଷ — The name of a river
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — ପଞ୍ଚଦଶାକ୍ଷର ବା ଦ୍ୱାଦଶାକ୍ଷର ଛନ୍ଦୋବିଶେଷ — Name of a metre of 15 or 12 letters
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — ଜାଇଫଳ ଗଛ (ହି. ଶ.) — Myristica Fragrans (tree)
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — ଅକାନ— ବିନ୍ଧି ଲତା (ହି. ଶ.) — Stephania Hernandifolia (creeper)
  • ସଂ. ବି (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) — କୁମାରୀ — A virgin (Apte)
  • ଦେ. ବି. — ସ୍ତ୍ରୀଲୋକଙ୍କ ନାମ — A name given to females